୫ ପୋଲିସ ବାବୁ ସସ୍‌ପେଣ୍ଡ୍‌

୫ ପୋଲିସ ବାବୁ ସସ୍‌ପେଣ୍ଡ୍‌

ବାଲେଶ୍ୱର : ସସ୍‌ପେଣ୍ଡ୍‌ ହେଲେ ୫ ଜଣ ପୋଲିସ ବାବୁ । ବାଲେଶ୍ୱରରେ ୫ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି । ଜଣେ ହାବିଲଦାରଙ୍କ ସହ ୪ କନଷ୍ଟେବଳ ସସ୍‌ପେଣ୍ଡ୍‌ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର ଏସ୍‌ପି ଏମାନଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି । କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସ୍‌ପି ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।