ଅପରେସନ୍ ପ୍ରହାର : ୧୨୭ ନିଶା ବେପାରୀ ଗିରଫ
ଅପରେସନ୍ ପ୍ରହାରରେ ୧୨୭ ନିଶା ବେପାରୀ ଗିରଫ । ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ । ୫ଜିଲ୍ଲାରୁ ୧୪କୋଟି ୩୨ଲକ୍ଷ ୧୪ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବଲାଭ୍ଗରୀ ଓ ବରଗଡରୁ ଜବତ ହୋଇଛି ।