ଆତ୍ମସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ

ଆତ୍ମସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ

ଫୁଲବାଣୀ : ଆତ୍ମସମର୍ପଣ କରିଛନ୍ତି ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ଦୁଇ ମାଓବାଦୀ  ଉନ୍‌ଗା କାଲମୁ ଏବଂ ମାସେ ମାଡଭି ଛତିଶଗଡର ହୋଇଥିବା ବେଳେ ଉଭୟେ ୨୦୧୮ ମସିହାରୁ ସିପିଆଇ ମାଓବାଦୀ ସଂଗଠନରେ କାମ କରୁଥିଲେ। ଦୁଇ ଜଣ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।