କି କଥା ବୋଇଲେ ?

କି କଥା ବୋଇଲେ ?

ନୂଆପଡା ପାଇଁ କସରତ ଖାଲି
ସବୁ ଦଳଙ୍କର ଏବେ
ଚଉଦ ତାରିଖ ଉପରେ ଯେ ଆଖି
ଫଳଟା ଫଳିବ ସେବେ...
ଫଳ ଫଳିଯିବ ଯେବେ...
କାହାର ଦମଟା କେତେ ଜଣାଯିବ
ଆଉ କି ବୋଲିବା ତେବେ...