କି କଥା ବୋଇଲେ ?
ଯୁବକ, ଯୁବତୀ ଚାତକ ଭଳିଆ
ରହିଛନ୍ତି ଆହା ଚାହିଁ
ଚାକିରି ବୟସ ବଢ଼ିଗଲା ସିନା
ଚାକିରି ବାହାରେ ନାହିଁ...
ମନବୋଧ କଥା ପାଇଁ...
ଶୁଣିକିରି ଖାଲି ଖୁସି ହବା କଥା
ବାସ୍ତବତା ଅବା କାହିଁ...
Join our subscribers list to get the latest news, updates and special offers directly in your inbox
ଯୁବକ, ଯୁବତୀ ଚାତକ ଭଳିଆ
ରହିଛନ୍ତି ଆହା ଚାହିଁ
ଚାକିରି ବୟସ ବଢ଼ିଗଲା ସିନା
ଚାକିରି ବାହାରେ ନାହିଁ...
ମନବୋଧ କଥା ପାଇଁ...
ଶୁଣିକିରି ଖାଲି ଖୁସି ହବା କଥା
ବାସ୍ତବତା ଅବା କାହିଁ...
Rasmita Behera Jan 23, 2025 6025
Rasmita Behera May 30, 2025 5833
Rasmita Behera Sep 16, 2025 5600
Rasmita Behera Sep 22, 2024 5536
Henamanjaree Swain Nov 1, 2025 5532
Total Vote: 14
ପୂର୍ବର ବିଜେଡ଼ି ସରକାର