ପିଙ୍କି ପ୍ରଧାନ ଏନଏଫଏଲ ନିଦେ୍ର୍ଦଶକ

 ଭୁବନେଶ୍ୱର : ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ନାସନାଲ ଫର୍ଟିଲାଇଜର ଲିମିଟେଡ଼ର ସ୍ୱାଧୀନ ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି  । ଏନେଇ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଏନଏଫଏଲର କମ୍ପାନୀ ସେକ୍ରେଟାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି  ।