ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମସଂକୀର୍ତ୍ତନ

 ରାଜକନିକା:  ରାଜକନିକା ବ୍ଲକ ହାଟସାହି ପଞ୍ଚାୟତ ଅନ୍ତର୍ଗତ ବଟରପଡା ଗାଁର ଯଜ୍ଞ ମଣ୍ଡପରେ ୭୭ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ସଂଯୋଜନାରେ ୩ ଦିନ ଧରି ପଣ୍ଡିତ ମହେଶ୍ୱର ନନ୍ଦ ଯଜ୍ଞାଦି ହୋମ ଆରମ୍ଭରେ ପ୍ରଥମେ ଅଙ୍କୁରରୋପଣ, କଳସ ଯାତ୍ର, ସୂର୍ଯ୍ୟ ପୂଜା, ସଂସ୍କୃତିକ କାର୍ଯ୍ୟକ୍ରମ, ପାଲା ପରିବେଷଣ ହେବା ସହିତ ପୂର୍ଣ୍ଣାହୂତି ହୋଇଥିଲା ।