ଯାଜପୁରରେ ସୁଧୁରୁଛି ଡାଇରିଆ ସ୍ଥିତି
ଯାଜପୁର ରୋଡ଼ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ସ୍ଥିତି ସୁଧୁରୁଛି । ଆଜି ଯାଜପୁର ରୋଡ ମେଡ଼ିକାଲରେ ନୂଆ ଆକ୍ରାନ୍ତ ୩ ଜଣ ଆସିଥିବା ବେଳେ ମୋଟ ଏବେ ୯ ଜଣ ଚିକିତ୍ସାଧିନ ଅଛନ୍ତି । ସେହିପରି ଦାନଗଦି ରେ ରାତି ସୁଧା ୧୨ ନୁଆ ଆକ୍ରାନ୍ତ ଆସିଥିବାବେଳେ ୧୨ ଚିକିତ୍ସା ହୋଇ ଫେରିଯାଇଛନ୍ତି । ଏବେ ବି ୧୨ ଚିକିତ୍ସାଧିନ ଅଛନ୍ତି । ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ପରିଲିଖିତ ହୋଇଛି । ସ୍ଥିତି ସୁଧୁରିବା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି