ଯୌତୁକ ପାଇଁ ପତ୍ନୀଙ୍କୁ ଜିଅନ୍ତା ପୋଡି ଦେଲେ

ଉତ୍ତରପପ୍ରଦେଶ : ଉତ୍ତରପପ୍ରଦେଶର ଗ୍ରେଟର ନୋଏଡାରେ ଜଘନ୍ୟ କାଣ୍ଡ । ଯୌତୁକ ପାଇଁ ପତ୍ନୀଙ୍କୁ ଜିଅନ୍ତା ପୋଡି ହତ୍ୟା କରିଥିବା ଅଭିାଯାଗ । ଅଭିଯୁକ୍ତଙ୍କୁ ଗିରଫ କରିଛି ଗ୍ରେଟର ନୋଏଡା ପୋଲିସ୍ । କ୍ରାଇମ ସିନ୍ ବେଳେ ପୋଲିସଠୁ ବନ୍ଧୁକ ଛଡାଇ ନେଇଥିଲା । ପରେ ପୋଲିସ ଗୁଳିରେ ଆହତ ହୋଇ ଏବେ ହସ୍ପିଟାଲରେ ଭର୍ତ୍ତି କରିଛି ।