ରାଜ୍ୟ କାର୍ଯ୍ୟାଳୟରେ ଜୟ ଢେ଼ାଲକିଆ

ରାଜ୍ୟ କାର୍ଯ୍ୟାଳୟରେ ଜୟ ଢେ଼ାଲକିଆ

ଭୁବନେଶ୍ୱର : ଆଜି ଅପରାହ୍ନ ସମୟରେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ଜୟ ଢେ଼ାଲକିଆ । ସମର୍ଥକ ଓ କର୍ମକତାଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସଭାପତି ମନମୋହନ ସାମଲଙ୍କ ସହ ଦଳର ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଅଛନ୍ତି । ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ଢେ଼ାଲକିଆ ।