ସାମ୍ବାଦିକଙ୍କ ପିତୃ ବିୟୋଗ
ପାରାଦୀପ : ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ସୁଧାଂଶୁ ନାୟକଙ୍କ ପିତା ନବ କିଶୋର ନାୟକ (୭୩)ଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିସôାଳୟରେ ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁଅ, ଝିଅ, ଜୋଇଁ, ନାତି ନାତୁଣୀ ଓ ବନ୍ଧୁ ପରିଜନମାନେ ଉପସ୍ଥିତ ଥିଲେ । ବନ୍ଧୁ ବାନ୍ଧବ, ପରିବାର ସ୍ୱଜନଙ୍କ ଗହଣରେ ଅନ୍ତିମ ସଂସ୍କାର ତାଙ୍କ ନିଜ ଗ୍ରାମ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବନ୍ଧକଟା ଗ୍ରାମରେ କରାଯାଇଛି । ସ୍ୱର୍ଗତ ନାୟକ ପାରାଦୀପ ବନ୍ଦରର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । ତାଙ୍କ ବିୟୋଗରେ ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ରନôାକର ଜେନା, ରାକେଶ ପଟ୍ଟନାୟକ, ଦୀପକ ଦାସ, ପ୍ରଭାକର ସାହୁ, ରାକେଶ ପଟ୍ଟନାୟକ, ସନ୍ତୋଷ ଭାରତୀ, ଆଲୋକ ମହାପାତ୍ର, ବିବେକାନନ୍ଦ ରାଉତ, ସଦାନନ୍ଦ ବେହେରା, ବିରଜା ତ୍ରିପାଠୀ, ରଶ୍ମୀ ରାଉତରାୟ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରକୁ ଭଗବାନ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି ।