ଓଭାଲ୍ ଟେଷ୍ଟରେ ଜିତିଲା ଭାରତ

ଓଭାଲ୍ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଇଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ବିଜୟ ସହ ସିରିଜ୍ ଡ୍ର କଲା ଭାରତ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ରନ୍ରେ ଭାରତର ରୋମାଞ୍ଚକର ବିଜୟ । ପୂରା ମ୍ୟାଚରେ ସିରାଜଙ୍କୁ ୯ ଓ ପ୍ରସିଦ୍ଧି କ୍ରିଷ୍ଣାଙ୍କୁ ୮ୱିକେଟ୍ । ୫ମ୍ୟାଚ୍ ସିରିଜକୁ ୨-୨ରେ ବରାବର କଲା ଭାରତ ।