KIIT ଛାତ୍ରୀଙ୍କ ମୃତ୍ୟୁ : ସୁନୀଲ ଲାମସାଲ୍ଙ୍କ ସାଂଘାତିକ ବୟାନ
ଭୁବନେଶ୍ୱର : KIIT ବିଶ୍ୱବିଦ୍ୟାଳୟରେ ଝିଅ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ବଡ ବୟାନ ଦେଇଛନ୍ତି ବାପା ସୁନୀଲ ଲାମସାଲ୍। ‘ନେପାଳ ଯାଇ ଆମ ୟୁନିଭରସିଟିରେ ପଢ଼ ବୋଲି ପିଲାଙ୍କୁ ଡାକି ଆଣୁଛନ୍ତି। ଏଠାରେ କିନ୍ତୁ ପିଲାମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି।’