ବିଜେପି ଭାଗରେ ବଡ଼ ବିଭାଗ 

Modi Cabinet

ବିଜେପି ଭାଗରେ ବଡ଼ ବିଭାଗ 

ଭୁବନେଶ୍ୱର : ମୋଦି ସରକାରଙ୍କ ତୃତୀୟ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହୋଇସାରିଥିବାବେଳେ ଆଜି ମନ୍ତ୍ରଣାଳୟ ଆବଣ୍ଟନ କରାଯାଇଛି  । ପୂର୍ବଭଳି ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ରହିବେ  । ରାଜନାଥ ସିଂହଙ୍କୁ ପ୍ରତିରକ୍ଷା, ନିର୍ମଳା ସୀତାରମନଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିଛି  । ଅପରପକ୍ଷରେ ନୀତିନ ଗଡ଼କରୀଙ୍କୁ ପୂର୍ବଭଳି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି  । ଏହାଛଡ଼ା ମନୋହରଲାଲ ଖଟ୍ଟର ଶକ୍ତି,  ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ନିର୍ମାଣ ମନ୍ତ୍ରଣାଳୟ ସମ୍ଭାଳିବେ  । 

ଏସ ଜୟଶଙ୍କର : ବୈଦେଶିକ ବ୍ୟାପାର
ଶିବରାଜ ସିଂ ଚୌହ୍ୱାନ : କୃଷି