ବ୍ୟାନ୍ ହେଲେ ଯାତ୍ରା କମେଡିଆନ ନରି ପଣ୍ଡା
ନରି ପଣ୍ଡାଙ୍କୁ ବୟକଟ୍ କଲା ଯାତ୍ରା ମାଲିକ ସଂଘ । ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ଯାତ୍ରା ଜଗତରୁ ବ୍ୟାନ୍ କରିଦିଆଯାଇଛି । ନିକଟରେ ସେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ମାଡ ଓ ଗାଳିଗୁଲଜର ଅଭିଯୋଗ ଆଣିଥିଲେ ନରି ପଣ୍ଡା । ମାତ୍ର ଏବେ ତାଙ୍କୁ ଯାତ୍ରା ଜଗତରୁ ବ୍ୟାନ୍ କରିଦିଆଯାଇଛି । ଯାତ୍ରା ମାଲିକ ସଂଘ ସଂପାଦକ ସୂଚନା ଦେଇଛନ୍ତି ।