କିଏ ହେବେ ମନ୍ତ୍ରୀ, ଆସିଲା ତାଲିକା
Odisha Govt

ଭୁବନେଶ୍ୱର : ଆଜି ଠାରୁ ଗଡ଼ିବ ଡବଲ ଇଞ୍ଜିନ । ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଜଣଙ୍କ ପରେ ଜଣେ ନେତାଙ୍କୁ କଲ୍ ଆସୁଛି ।
କାହା ପାଖକୁ ଆସିଲାଣି ଫୋନ୍
ସୂରଜ ସୂର୍ଯ୍ୟବଂଶୀ
ପୃଥ୍ୱୀରାଜ ହରିଚନ୍ଦନ
ବିଭୂତି ଜେନା
ମୁକେଶ ମହାଲିଙ୍ଗ
ନିତ୍ୟାନନ୍ଦ ଗଣ୍ଡ
ସମ୍ପଦ ସ୍ୱାଇଁ
କୃଷ୍ଣଚନ୍ଦ୍ର ମହାପାତ୍ର
ରବି ନାଏକ
ସୁରମା ପାଢ଼ୀ
ପ୍ରଦୀପ ବଳ ସାମନ୍ତ
ଗୋକୁଳାନନ୍ଦ ମଲ୍ଲିକ
ଲକ୍ଷ୍ମଣ ବାଗ୍
ଗଣେଶ ରାମ ସିଂ ଖୁଣ୍ଟିଆ
ସୁରେଶ ପୂଜାରୀ