ଅକ୍ଟୋବର ୪ ଓ ୫ରେ ଏସଆଇ ପରୀକ୍ଷା
ଭୁବନେଶ୍ୱର : ପୁର୍ବରୁ ଦୁଇ ଦୁଇ ଥର ଏସଆଇ ପରୀକ୍ଷା ସ୍ଥଗିତ କରାଯାଇଥିବାବେଳେ ଅକ୍ଟୋବର ମାସରେ ଏହି ପରୀକ୍ଷାର ତାରିଖ ଧାର୍ଯ୍ୟ କରାଯାଇଛି । ସୂଚନା ଅନୁଯାୟୀ ଅକ୍ଟୋବର ୪ ଓ ୫ରେ ଏହି ପରୀକ୍ଷା କରାଯିବ । ପରୀକ୍ଷାର୍ଥୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି ।