ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି : ଏସପି

ପଟ୍ଟାମୁଣ୍ଡାଇ :ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସାଢେ ୮ରୁ ୧୧ ଭିତରେ ପୋଡି ହୋଇ ମୃତୁ୍ୟ । ସିସିଟିଭିରୁ ସ୍ପଷ୍ଟ ଜଣାପଡୁଛି ଯେ ଘଟଣା ପୂର୍ବରୁ ବାପାମାଆ’ ବାହାରକୁ ଯାଇଥିଲେ । ଅନର କିଲିଂ ବୋଲି କୌଣସି ପ୍ରମାଣ ମିଳି ନଥିବା ଏସପି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ଜଣେ ଅଭିଯୁକ୍ତ ହେଉଛନ୍ତିି ପ୍ରମୋଦ ବେହେରା । ପ୍ରମୋଦ ହାରାସମେଣ୍ଟ କରିଛନ୍ତି । ଏହାଛଡା ଅଶ୍ଳୀଳ ଭିଡିଓ ପଠାଇବାର ପ୍ରମାଣ ମଧ୍ୟ ମିଳିଛି ।