ନାବାଳିକା ଗୋଡ଼ ଉପରେ ଚଢିଗଲା ‘ଆମ ବସ୍’

ନାବାଳିକା ଗୋଡ଼ ଉପରେ ଚଢିଗଲା ‘ଆମ ବସ୍’

କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ନାବାଳିକା ଗୋଡ଼ ଉପରେ ଚଢିଗଲା ଆମ ବସ । କଟକର ଗଣେଶ ଘାଟ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ସ୍ଥାନୀୟଲୋକଙ୍କ ଦ୍ବାରା ବସ ଅଟକ ରଖାଯାଇଛି । ସେପଟେ ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।