ନଭେମ୍ବର ୫ରୁ କଟକ ବାଲିଯାତ୍ରା 

ନଭେମ୍ବର ୫ରୁ କଟକ ବାଲିଯାତ୍ରା 

 କଟକ : ନଭେମ୍ବର ୫ରୁ ୧୨ପର୍ଯ୍ୟନ୍ତ କଟକ ବାଲିଯାତ୍ରା  । ଏଥର ନଭେମ୍ବର ୫ତାରିଖ ବୁଧବାର ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବାଲିଯାତ୍ରା । ଜିଳ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥର ଉପରେ ନୁହେଁ , ତଳ ପଡିଆରେ ଷ୍ଟଲ ଗୁଡିକ ପଡିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।