ଶପଥ ନେଲେ ଓକିଲ ସଂଘର ନିର୍ବାଚିତ ପ୍ରତିନିଧି

ବ୍ୟାସନଗର: ଯାଜପୁର ରୋଡ ଓକିଲ ସଂଘର ନବ ନିର୍ବାଚିତ ପ୍ରତିନିଧି ମାନଙ୍କର ଶପଥ ପାଠ କାର୍ଯ୍ୟକ୍ରମ ଜୁଡ଼ିସିଆଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ବଟକୃଷ୍ଣ ମହାପାତ୍ର ସଭାପତି ଭାବେ ଅଚ୍ୟୁତାନନ୍ଦ ଦାଶ, ସମ୍ପାଦକ ଭାବେ ରାଜେନ୍ଦ୍ର ବେହୁରା, କୋଷାଧ୍ୟକ୍ଷ ଭାବେ ବେଣୁଧର ସାହୁ, ଉପସଭାପତି ଭାବେ ସତ୍ୟ ନାରାୟଣ ପଟ୍ଟନାୟକ, ସହ ସମ୍ପାଦକ ଭାବେ ସତ୍ୟ ସୁରୁପ୍ ଧିର, ଉପ ସମ୍ପାଦକ ପୁଷ୍ପାଞ୍ଜଳି ଓଝା ଏବଂ କାର୍ଯକାରୀ ସଦସ୍ୟ ଭାବରେ ପିତବାସ ଭୂୟାଁ ଓ ମଧୁ ସୁଦନ ରାଉତ ରାଏଙ୍କୁ ଶପଥ ପାଠ କରାଇଥିଲେ । ନବ ନିର୍ବାଚିତ କାର୍ଯକର୍ତ୍ତାଙ୍କୁ ବରିଷ୍ଟ ଆଇନଜୀବୀ ବିଜୟ କୁମାର ମହାନ୍ତି, କାଳନ୍ଦୀ ସାହୁ, ଦେବାଶିଷ ବସୁ, ଭରତ ମହାପାତ୍ର, ବିରଞ୍ଚି ପଣ୍ଡା, ସରୋଜ କର, ଜଗନ୍ନାଥ ପ୍ରସାଦ ପତି, ଅରୁଣ ସାହୁ, ଦେବକାନ୍ତ ସାହୁ, ସନ୍ତୋଷ ପରିଡା, ଲଳିତେନ୍ଦୁ କୁଅଁର, ପ୍ରଦୀପ୍ତ ଖୁଣ୍ଟିଆ, ଜ୍ଞାନ ମହାନ୍ତି, ସୁବାସ ନନ୍ଦ, ସରୋଜ ପଣ୍ଡା, ରଞ୍ଜନ ଜେନା, ସୁଶିଲ ବେହେରା, ଲକ୍ଷ୍ମୀ ନାରାୟଣ ବାରିକ, ଅମରେଶ ମହାନ୍ତି, ବିଶ୍ୱନାଥ ମହାନ୍ତି, ମମତାଜ ଅଲି, ଦୀପକ ସେନଗୁପ୍ତ, ମାଇଉଦ୍ଦିନ ଅନ୍ସାରୀ, ବିଜୟ ସାହୁ ପ୍ରମୁଖ