ନିରଞ୍ଜନ ମଲ୍ଲିକ ଗିରଫ

 ନିରଞ୍ଜନ ମଲ୍ଲିକ ଗିରଫ

 4 କୋଟି ଠକେଇ ମାମଲାରେ ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ମଲ୍ଲିକ ଗିରଫ ହୋଇଛନ୍ତି । ରାୟପୁରର ଜଣେ ବ୍ୟବସାୟୀଙ୍କ ଠାରୁ ସେ 4 କୋଟି ଠକେଇ କରିଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ହୋଇଥିବା ମାମଲା ଆଧାରରେ ପୁଲିସ ତଦନ୍ତ କରିଥିଲା । ତାଙ୍କ ବିରୋଧରେ ପ୍ରମାଣ ମିଳିବାରୁ ପୁଲିସ ଗିରଫ କରିଥିବା ଜାଣିବାକୁ ମିଳିଛି ।