ସବୁଠୁ ସୁରକ୍ଷିତ ତାଲିକାରେ ଭୁବନେଶ୍ୱର

ସବୁଠୁ ସୁରକ୍ଷିତ ତାଲିକାରେ ଭୁବନେଶ୍ୱର

ଭୁବନେଶ୍ୱର: ଏନଏଆରଆଇ -୨୦୨୫ ରିପୋର୍ଟରେ ଉଲ୍ଲେଖ । ସବୁଠୁ ସୁରକ୍ଷିତ ତାଲିକାରେ ଭୁବନେଶ୍ୱର । କୋହିମା, ବିଶାଖାପାଟଣା , ଆଇଜଲ୍ ମଧ୍ୟ ସୁରକ୍ଷିତ ।