ଜିତିଲେ ସୁରେଜ ପୂଜାରୀ!

ଜିତିଲେ ସୁରେଜ ପୂଜାରୀ!

ବ୍ରଜରାଜନଗର ବିଧାନସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ଜିତି ଯାଇଥିବା ସୂଚନା ଆସୁଛି। ସେ ୨୬ ହଜାରରୁ ଅଧିକ ଭୋଟରେ ଜିତିଥିବା ଜଣାଯାଇଛି। ଏଠାରୁ ବିଜେଡି ପୁଣି ଥରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ତାଙ୍କୁ ପଛରେ ପକାଇ ସୁରେଶ ବାଜି ମାରି ନେଇଥିବା ଜଣାଯାଇଛି। ଏହା ସହିତ ସୁରେଶ ପୂଜାରୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ