ଦୁଇ ଲୁଟେରା କୋର୍ଟ ଚାଲାଣ;୪ ବାଇକ ଜବତ


 ।ା ପ୍ରଭାନୁ୍ୟଜ ।ା ଦାନଗଦୀ:  କଳିଙ୍ଗନଗର ପୁଲିସ ଲୁଟେରା ଦଳର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୪ ବାଇକ ଜବଦ କରିଛି । ଖବରମତେ ବାରବାଙ୍କି ଗାଁର ମଦନ ବେହେରାଙ୍କ ପୁଅ ନରେନ୍ଦ୍ର (୩୦) ଓ ରାମଠେଙ୍ଗା ଗାଁର କଂଗ୍ରେସ ପିଙ୍ଗୁଆର ପୁଅ ଦିପୁ (୨୩)ଙ୍କୁ ଥାନା ମାମଲା ନମ୍ବର ୨୮୩/୨୪ରେ ଗିରଫ କରିଥିଲେ । କୋର୍ଟ ଚାଲାଣ ଲୁଟେରାଙ୍କ ନିକଟରୁ ଓଡି୦୪୪କେ -୬୨୯୫, ଓଡି୦୨-୧୪୭୫, ଓଡି ୩୩ଏମ-୨୦୪୧, ଓଡି୦୪ବି-୪୦୫୬ ବାଇକ ସହ ଗୋଟେ ମୋବାଇଲ ଓ ମନିପର୍ସ ଜବତ କରିଛି ।