ଗଛକୁ ପିଟିଲା କାର, ଜଣେ ମୃତ
ାା ପ୍ରଭାନୁ୍ୟଜ୍ ।ା ପାପଡାହାଣ୍ଡି : ମଇଦଲପୁର ଥାନା ଅଧୀନରେ ଥିବା ତୁଳସୀ ପଦର ଘାଟି ନିକଟରେ ଏକ ସ୍ୱିପ୍ଟ ଡିଜେଆର ନାମକ କାର ଯାହାର ନମ୍ବର ଙ ଜ ୨୬ ଇ ୪୩୦୦ ଗୁଣ୍ଟୁର (ଆନ୍ଦ୍ର ପ୍ରଦେଶ) ଠାରୁ ବଲାଙ୍ଗୀର (ଓଡିଶା) ଅଭିମୁଖେ ଯିବାବେଳେ ମଇଦଲପୁର ଜଙ୍ଗଲ ନିକଟରେ ଏକ ଗଛକୁ ଭାରସାମ୍ୟ ହରାଇ ପିଟିଦେଇଥିଲା ଯାହା ଫଳରେ ଚାଳକ ଏସ. ଶ୍ରୀନିଭାସ ରାଓ (୫୦)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ, ଭି. ଶ୍ରୀନିବାସ ରାଓ ଏବଂ ଶ୍ରୀନିବାସ ରାଓଙ୍କ ଗୋଡ଼, ହାତ, ମୁଣ୍ଡରେ ଗଭୀର ଆଘାତ ଲାଗିଛି, ସେମାଙ୍କୁ ମଇଦଲପୁର ପୋଲିସ ଉଦ୍ଧାର କରି ମଇଦଲ ପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।