ମୁଁ ଦଳରେ ଅଛି : ଦେବାଶିଷ ସାମନ୍ତରାୟ

ମୁଁ ଦଳରେ ଅଛି : ଦେବାଶିଷ ସାମନ୍ତରାୟ


ଭୁବନେଶ୍ୱର : ମୁଁ ଦଳରେ ଅଛି ବୋଲି କହିଲେ ଦେବାଶିଷ ସମାନ୍ତରାୟ । ଏଭଳି କହି ସେ ବିଜେଡିରେ ନଥିବା କଥାକୁ ଏଡାଇଲେ । ମୁଁ ଦଳରେ ଅଛି, କୋଣଠେସା ହୋଇନାହିଁ । ଯେତେବେଳେ କହିବାକୁ କୁହା ଯାଉଛି ସଂସଦରେ କହୁଛି  ।  ଏଭଳି ମନ୍ତବ୍ୟ ଦେଇଛନ୍ତି ଦେବାଶିଷ । ବିଶେଷ କଥା ହେଉଛି ସେ ପ୍ରଫୁଲ୍ଲ ମଲ୍ଲିକଙ୍ଖୁ ଦଳରୁ ନିଲମ୍ବନ କରିବା ଠିକ୍ ହୋଇନାହିଁ । ଅନ୍ୟ ପଟେ ସେ ଶ୍ରୀମୟୀ ମିଶ୍ରଙ୍କ ପ୍ରତ୍ୟେକ କଥାରେ ସତ୍ୟତା ଥିବା ମଧ୍ୟ କହିଛନ୍ତି । ସେ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି ।