କିଏ କେଉଁଠି କରିବେ ପତାକା ଉତ୍ତୋଳନ? 

 କିଏ କେଉଁଠି କରିବେ ପତାକା ଉତ୍ତୋଳନ? 


ସ୍ୱାଧୀନତା ଦିବସ ଅବସରରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ?
ଭୁବନେଶ୍ୱରରେ ମୁଖୃମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ । 
କେନ୍ଦୁଝରରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । 
କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ସମ୍ବଲପୁରରେ ସୁରେଶ ପୂଜାରୀ 
ବଲାଙ୍ଗୀରରେ ରବି ନାଏକ
କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ
କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର
ପୁରୀ - ପୃଥ୍ୱୀରାଜ ହରିଚନ୍ଦନ
ସୁନ୍ଦରଗଡ- ମୁକେଶ ମହାଲିଙ୍ଗ
ଗଜପତି - ବିଭୂତିଭୂଷଣ ଜେନା
ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର