ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢିଲା
ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ବର୍ଷେ ଯାଏଁ କାର୍ଯ୍ୟକାଳ ବଢିଥିବା ସୂଚନା । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ । ଡିସେମ୍ୱର ୩୧ରେ ସରୁଥିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।