ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ

 ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ


ନୂଆଦିଲ୍ଲୀ : ବୈଠକରେ ଯୋଗଦେଲେ ମୋହନ ଚରଣ ମାଝୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଭାରେ ଉପସ୍ଥିତ । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର ଉପସ୍ଥିତ । ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ରହିଛନ୍ତି । ଆସନ୍ତା କାଲି ଉପରଷ୍ଟ୍ରପତି ନିର୍ବାଚନ ଥବାରୁ ବୈଠକ ନେଇ ସୂଚନା ପ୍ରକାଶ ପାଇଛି ।