ଭୁବନେଶ୍ୱରରେ ମର୍ଡର : ଘଟଗାଁରେ ଡେଡବଡି
ଭୁବନେଶ୍ୱର: ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ପୁରୁଷ ବନ୍ଧୁ ଦୀପକ ରାଉତ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ବଡକଥା ହେଉଛି ଦୀପକ ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ହତ୍ୟା କରିଥିଲା । ଏହାପରେ ମୃତଦେହକୁ କାର୍ ଯୋଗେ ଘଟଗାଁ ନେଇଯାଇଥିଲା । ଘଟଗାଁ ଅଞ୍ଚଳରେ ଥିବା ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିଲା । ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେବ କମିଶନରେଟ୍ ପୋଲିସ୍ ।