ଓଜେଇଇ ପକ୍ଷରୁ ସଂଶୋଧିତ ନୋଟିସ

ଭୁବନେଶ୍ୱର:ଏମବିବିଏସ/ବିଡିଏସ ତୃତୀୟ ରାଉଣ୍ଡ କାଉନସେଲିଂକୁ ନେଇ ସଂଶୋଧିତ ନୋଟିସ ଜାରି କରାଯାଇଛି । ଟାଇମଲାଇନ ପରିବର୍ତ୍ତନ କରି ଓଜେଇଇ ପକ୍ଷରୁ ସାନି ନୋଟିସ ଜାରି କରାଯାଇଛି । ଅପଗ୍ରେଡିଂ ସିଟ ଆଲଟମେଣ୍ଟ ନେଇ ଓଜେଇଇ ପକ୍ଷରୁ ଏହି ସଂଶୋଧିତ ନୋଟିସ କରାଯାଇଛି । ଚୂଡ଼ାନ୍ତ ଆଲଟମେଣ୍ଟ ଲେଟର ଡାଉନଲୋଡ କରି ରିପୋର୍ଟିଂ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବାତ୍ୟା ନେଇ ଆସନ୍ତା ୩୦ ତାରିଖ ରେ ରିପୋର୍ଟିଂ ପାଇଁ ସାନି ନିଦେ୍ର୍ଧଶ ଦିଆଯାଇଛି । ପ୍ରଥମ କରି ସିଟ ଆଲଟ ଛାତ୍ରଛାତ୍ରୀ ଓଜେଇଇ ଅଫିସରେ ରିପୋର୍ଟ କରିବେ । ୨୮ ତାରିଖ ସକାଳ ୧୦ଟାରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି ରିପୋର୍ଟ ନକରିବେ ତେବେ ଖାଲି ସିଟ ପାଇଁ ପୁଣି କାଉନସେଲିଂ କରାଯିବ । ବାତ୍ୟା ଦାନା ପାଇଁ ସମ୍ପୃକ୍ତ କଲେଜ ରିପୋର୍ଟଂର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ।