ମେ ୩ୟ ସପ୍ତାହରେ +2 ରେଜଲ୍ଟ

ମେ ୩ୟ ସପ୍ତାହରେ  +2 ରେଜଲ୍ଟ

 ଦଶମ ପରୀକ୍ଷା ଫଳାଫଳ ବାହାରିଲା ।ଦ୍ୱାଦଶ ପରୀକ୍ଷା ଫଳାଫଳକୁ ଅପେକ୍ଷା । ଏନେଇ ଏବେ ସୂଚନା ଆସିଛି କି, ମେ ୩ୟ ସପ୍ତାହ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇପାରେ। ମେ ତୃତୀୟ ସପ୍ତାହ ସୁଦ୍ଧା  +2 ରେଜଲ୍ଟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଲେ । ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଚାଲିଛି। ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ କିନ୍ତୁ କୌଣସି ସୂଚନା ଦିଆଯାଇନାହିଁ।