ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେଲେ ରାହୁଲ ଗାନ୍ଧୀ
pratap sarangi

ଭୁବନେଶ୍ୱର : ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲି ଦେଇଛନ୍ତି ରାହୁଲ ଗାନ୍ଧୀ । ଯେଉଁଥିପାଇଁ ସେ ଶିଡ଼ିରୁ ତଳେ ପଡ଼ିଗଲେ । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏନେଇ ପ୍ରତାପ କହିଛନ୍ତିଯେ, ରାହୁଲ ଗାନ୍ଧୀ ମୋତେ ଠେଲିଦେଲେ । ଫଳରେ ମୁଁ ତଳେ ପଡ଼ିଗଲି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।