ଟ୍ବିନ୍‌ସିଟିରେ ପ୍ରବଳ ବର୍ଷା

ଟ୍ବିନ୍‌ସିଟିରେ ପ୍ରବଳ ବର୍ଷା

 କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ନେଇ  ଆଲର୍ଟ ଜାରି । ବିଜୁଳି ଘଡଘଡି  ସହ ଲାଗି ରହିଛି ବର୍ଷା । ତିନି ଘଣ୍ଟା ପାଇଁ ସତର୍କ କରାଇଲା ପଣିପାଗ ବିଭାଗ । ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ  ପାଇଁ IMD ପୂର୍ବାମାନ କରିଛି ।ଜୁନ୍‌ ମାସରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁଲାଇ-ଅଗଷ୍ଟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କମ୍‌ ବର୍ଷା ହେବ। ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।