ନୂଆପଡା ବିଧାୟକ ଢୋଲକିଆଙ୍କ ପରଲୋକ
ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ । ୪ଥରର ବିଧାୟକ ଢୋଲକିଆଙ୍କ ପରଲୋକ । ୬୯ବର୍ଷ ବୟସରେ ଆଖି ବୁଜିଲେ ରାଜେନ୍ଦ୍ର । ୨୦୦୪ରେ ସ୍ୱାଧୀନ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯, ୨୦୧୯ ଓ ୨୦୨୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ ।