ଶପଥ ନେଲେ ରାଜ୍ୟସଭା ୩ ସାଂସଦ

ଭୁବନେଶ୍ୱର: ରାଜ୍ୟସଭା ସାଂସଦଭାବେ ଓଡ଼ିଶାର ୩ଜଣ ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି ।ରାଜ୍ୟସଭା ଅଧ୍ୟକ୍ଷ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।