ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ବୟାନ

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ବୟାନ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ବିରୋଧରେ କଡ଼ା ନୀତି ଗ୍ରହଣ କରିଛନ୍ତି । ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଯଦି ଆତଙ୍କବାଦୀମାନେ ପାକିସ୍ତାନରେ ଅଛନ୍ତି, ତେବେ ଭାରତ ସେମାନଙ୍କୁ ସେଠାରେ ହିଁ ଟାର୍ଗେଟ୍‌ କରିବ । ଏକ ବୟାନରେ ଜୟଶଙ୍କର କହିଛନ୍ତି, ଆମେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ସହ୍ୟ କରିବୁ ନାହିଁ । ଯେଉଁମାନେ ଭାରତରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନଙ୍କୁ କୌଣସି ସ୍ଥାନରେ ଛଡ଼ାଯିବ ନାହିଁ ।