ସନାତନ ମହାକୁଡ଼ଙ୍କୁ ଅଶ୍ୱସ୍ତି

ସନାତନ ମହାକୁଡ଼ଙ୍କୁ ଅଶ୍ୱସ୍ତି

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଅଶ୍ୱସ୍ତି ମିଳିଛି । କାରଣ ତାଙ୍କ ବିରୋଧରେ ଆଗତ ମାମଲା ଖାରଜ ହୋଇଛି ।  ତାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ଆଗତ ହୋଇଥିଲା ।  ତେବେ ମାନ୍ୟବର ହାଇକୋର୍ଟ ଉକ୍ତ ମାମଲାକୁ ଖାରଜ କରିଦେଇଛନ୍ତି । ଧାର୍ଯ୍ୟ ସମୟ ସୀମା ପରେ ମାମଲା ଦାଖଲ ହେବାରୁ ହାଇକୋର୍ଟ ତାକୁ ଖାରଜ କରିଦେଇଛନ୍ତି । ଚମ୍ପୁଆରୁ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ ମାମଲା କରିଥିଲେ ।