ସମ୍ବେଦନଶୀଳ ଦୁଃଖଦ ଘଟଣା : ଉପାସନା ମହାପାତ୍ର
ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି କହିଲେ ଉପାସନା ମହାପାତ୍ର । ପୁଲିସ୍ ତଦନ୍ତ ଜାରି ରଖିଛି , ଆଗକୁ ଚିତ୍ର ଆହୁରି ସ୍ପଷ୍ଟ ହେବ । ଉକ୍ତ ସ୍ଥାନରେ ପୁଲିସ୍ ଫାଣ୍ଡି ପାଇଁ
ପୂର୍ବ ସରକାର ସବମୟରୁ କୁହାଯାଇଛି । ଆମ ସରକାର ଆସିବା ପରେ ମଧ୍ୟ ଲିଖିତ ଆକାରରେ ଦେଇଛୁ । ବ୍ରହ୍ମଗିରି ଅଞ୍ଚଳର ପର୍ଯ୍ୟଟନସ୍ଥଳୀରେ ଫାଣ୍ଡି ପାଇଁ ଲିଖିତ ଆକାରରେ ଦେଇଥିଲେ ।