କଳିଙ୍ଗା ଘାଟିରେ ଭୂସ୍ଖଳନ

କଳିଙ୍ଗା ଘାଟିରେ ଭୂସ୍ଖଳନ

କଳିଙ୍ଗା ଘାଟିରେ ଭୂସ୍ଖଳନ । କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇ ପଥର ଓ ମାଟି ଅତଡା ଖସି ପଡିବାରୁ କଳିଙ୍ଗା ଘାଟି ସଂମ୍ପୂର୍ଣ୍ଣ ବନ୍ଦ । ବର୍ଷାରେ ପାହାଡ ଉପରୁ ଖସିଲଶ ମାଟି ଓ ଅତଡା । କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ବିଛିନ୍ନ ହୋଇଛି ।