ଉକ୍ରଳମଣି ବିଦ୍ୟାମନ୍ଦିରରେ ଯୋଗ ଶିବିର

 ନିଶ୍ଚିନ୍ତକୋଇଲି: ଉକ୍ରଳମଣି ବିଦ୍ୟାମନ୍ଦିରରେ ଶହେ ଜଣ ପିଲାଙ୍କୁ ଯୋଗଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷୟିତ୍ରୀ ରୂପଶ୍ରୀ ପାଣିଗ୍ରାହୀ ଙ୍କ ସମତେ  ଶିକ୍ଷକ ଶିକ୍ଷୟିତ୍ରୀ ତଥା ରଚନା ବିଶୋଇ, ଅନ୍ନପୂର୍ଣ୍ଣ ରଥ, ଅନିତା ଦାସ, ତ୍ରିଲୋଚନ ବେହେରା, ସତ୍ୟନାରାୟଣ ମିଶ୍ର, ରବ୍ୟା ବେଗମ୍, ବିଶ୍ୱନାଥ ବେହେରା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଯୋଗଶିକ୍ଷା କରିବା ସହ ଯୋଗମାଧ୍ୟମରେ ଶରୀର ବିଭିନ୍ନ ରୋଗ ନିରାକରଣ ହୋଇଥିବା ସହ ମନ ପ୍ରଫୁଲ୍ଲ ରହିଥାଏ ବୋଲି ମତପ୍ରକାଶ କରିଥିଲେ ।