ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ମାମଲା : ଚାର୍ଜସିଟ୍ ଦାଖଲ
ବାଲେଶ୍ୱର : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ମାମଲାରେ ଚାର୍ଜସିଟ୍ ଦାଖଲ । ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ୩୪୯ ପୃ୍େଠାର ଚାର୍ଜସିଟ୍ ଓ ୧୨୦ଜଣଙ୍କ ସାକ୍ଷର ଗ୍ରହଣ ।