କାହାକୁ ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ?

କାହାକୁ ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ?
  • ୧ କୋଟି ୩ ଲକ୍ଷ ପରିବାରକୁ ମିଳିବ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସୁବିଧା
  •   ୭୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ
  •  ମୋଟ ୩ କୋଟି ୫୦ ଲୋକ ପାଇବେ ଆୟୁଷ୍ମାନ ଯୋଜନାର ଲାଭ  
  • ୭୦ ବର୍ଷର ଅଧିକ ଇନକମ୍‌ ଟାକ୍ସ ଦେଉଥିଲେ ବି ପାଇବେ ଆୟୁଷ୍ମାନ କାର୍ଡ
  •  ଏମାନଙ୍କ ମଧ୍ୟରୁ ୬ ଲକ୍ଷଙ୍କୁ ଅନ୍‌ଲାଇନ୍‌ରେ ମିଳିବ କାର୍ଡ   
  •  ନବୀନ କାର୍ଡ ପାଇଥିବା ହିତାଧିକାରୀ ମଧ୍ୟ ଯୋଜନାର ଲାଭ ଉଠାଇ ପାରିବେ
  •  ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା
  •  ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିଲେ ମିଳିବ କାର୍ଡ
  • ଘର ଘର ବୁଲି କାର୍ଡ ଦେବେ ଆଶା ଦିଦି
  •  ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାଁ ରହିଥିଲେ ବି ମିଳିବ ସୁବିଧା
  • ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା
  •  ଅନ୍ତଦ୍ବୟ ଯୋଜନା କାର୍ଡ ରହିଥିଲେ ମିଳିବ ଆୟୁଷ୍ମାନ
  • ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ
  •  ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ମିଳିବ ସୁବିଧା 
  •  କିମ୍ବା ପୁରୁଣା ବିଏସକେୱାଇ କାର୍ଡ ଦେଖାଇଲେ ବି ହସ୍ପିଟାଲରେ ମିଳିବ ଚିକିତ୍ସା