ଖୋଲିଲା ଧାନମଣ୍ଡି

  ନିଆଳି: ନିଆଳି ବ୍ଲକ ଦେବୀକନ୍ଦଳ ଦୀପାଞ୍ଚଳ ରାଣୀଓଳା ସେବା ସମବାୟ ସମିତିର ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ସାଂସଦଙ୍କ ନିଆଳି ବ୍ଲକ ପ୍ରତିନିଧି ଜ୍ୟୋତି ରଂଜନ ମହାନ୍ତି ପୂଜାର୍ଚ୍ଚନା ପରେ ଉଦ୍ଘାଟନ କରିଥିଲେ ।  ପ୍ରଥମ ଦିନରେ ମଣ୍ଡିରୁ  ୧୦ରୁ ଊଦ୍ଧ୍ୱର୍  ଚାଷୀଙ୍କ ଠାରୁ ୪ ଶହ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା ।