ଖଡ଼ିଆଳ ମହାମାୟା ପବ୍ଲିକ ସ୍କୁଲର ସଫଳତା

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମହାମାୟା ପବ୍ଲିକ ସ୍କୁଲର ସିବିଏସଇ ୧୦ମ ଓ ୧୨ମ ଛାତ୍ରଛାତ୍ରୀଙ୍କ ସଫଳତା ୧୦୦ ପ୍ରତିଶତ ହୋଇଥିବାବେଳେ ୧୦ମ ସିବିଏସଇର ଛାତ୍ରୀ ଅର୍ପିତା ମେହେର ୮୮.୪ ପ୍ରତିଶତ ଓ ୧୨ମ ଛାତ୍ରୀ ଆରିଫା ଖାନ ୮୯.୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଗୌରବ ଆଣିଛନ୍ତି । ମହାମାୟା ପବ୍ଲିକ ସ୍କୁଲର ର୍ନିେଶକ ଟଙ୍କଧର ସାହୁ, ନିଦେ୍ର୍ଦଶିକା ଜ୍ୟୋତିର୍ମୟୀ ସାହୁ,ଶିରିଷ କୁମାର ସାହୁ,ପ୍ରିନ୍ସିପାଲ ସୁନିତା ତିୱାରୀ,ବିଦ୍ୟାଳୟ ପରିଚାଳନା କର୍ମଚାରୀ ପ୍ରୀତମ ସିଂ, ଯଶୋବନ୍ତ ପ୍ରଧାନ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଉନ୍ନତି କାମନା କରିଛନ୍ତି ।