ଗଣେଶ ପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ
ବାଲୁଗାଁ : ବାଲୁଗାଁ ତଥା ଆଖ ପାଖ ଅଞ୍ଚଳରେ ଶ୍ରୀ ଗଣେଶଙ୍କ ପୂଜା ମହାସମାହାରରେ ପାଳିତ ହେଉଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମନୋମାଳିନ୍ୟ ହୋଇ ପାଟିତୁଣ୍ଡ ହେବା ସଂଗେ ତାହା ଉଗ୍ରରୂପ ଧାରଣକରିଛି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।