ଛାତ୍ରୀଙ୍କ ଅବସ୍ଥା କାଲି ପରି ଜଟିଳ : ଅଧୀକ୍ଷକ

 ଭୁବନେଶ୍ୱର : ସୂଚନା ଦେଲେ ଭୁବନେଶ୍ୱରର ଏମ୍ସ ଅଧୀକ୍ଷକ ଦିଲ୍ଲୀ ପରିଡା । ଏବେ ବି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା କାଲି ପରି ସଙ୍କଟାପନ୍ନ ରହିଛି । ଦିଲ୍ଲୀ ଏମ୍ସ ସହ ଯୋଗାଯୋଗ ରଖି ଚିକିତ୍ସା ଚାଲିଛି । ଭେଣ୍ଟିଲେଟରରେ ଚାଲିଛି ପୀଡିତାଙ୍କ ଚିକିତ୍ସା । ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।