ଡୁବୁରୀ ଛକରେ ଖୋଲିଲା ଜଳଛତ୍ର


 ଦାନଗଦୀ : ଗ୍ରୀଷ୍ମ ପ୍ରବାହକୁ ଆଖିଆଗାରେ ରଖି ଡ଼ୁବୁରୀ ଛକ ନିକଟରେ ଏକ ଜଳ ଛତ୍ର କେନ୍ଦ୍ର ଖୋଲାଯାଇଛି । ବାରଗାଡ଼ିଆ ଗ୍ରାମର ପ୍ରଭାସ କୁମାର ଦେଓଙ୍କ ଉଦ୍ୟମରେ ଖୋଲାଯାଇଥିବା ଜଳଛତ୍ରଟି ପ୍ରଦୀପ ଦେଓ, ସମ୍ରାଟ କେଶୋରି ଦେଓ, ରବୀନ୍ଦ୍ର ଦେଓ, ଗୋପାଳ ଚନ୍ଦ୍ର ଦେଓ, ଅଭିନାଶ ଶତପଥୀ, ଦୀପକ ଦେଓ, ବିଶ୍ୱନାଥ ସେଠି, ମନୋରଞ୍ଜନ ଦେଓ, ସତ୍ରୁଜିତୁ ଦେଓ, ସୌମ୍ୟରଞ୍ଜନ ରାଜ,ଧନଜୟ ଦେଓ, ଦେବାଶିଷ ଦେଓ, ଯୁଗଳ କିଶୋର ସାହୁଙ୍କ ଉପସ୍ଥିତରେ ଉଦଘାଟନ ହୋଇଥିଲା ।