"ତ୍ରିରଙ୍ଗା ପଦଯାତ୍ରା’  

 ରାଜନଗର : ରାଜନଗର ବ୍ଲକ୍ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ମେଜର ମନୋରଞ୍ଜନ ମହାନ୍ତିଙ୍କ  ପୌରହିତ୍ୟରେ "ତ୍ରିରଙ୍ଗା  ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ  ଅଧ୍ୟାପକ ବିଚିତ୍ରାନନ୍ଦ ପାଣି, ଅଧ୍ୟାପକ ପ୍ରଣୟ କୁମାର ବେହେରା, ଅଧ୍ୟାପକ ଅଭିମନୁ୍ୟ ରାଉତ, ଅଧ୍ୟାପକ ପର୍ଶୁରାମ ନାଥ, ଅଧ୍ୟାପକ ଅଭିଜିତ୍ ଖୁଣ୍ଟିଆ,  ଅଧ୍ୟାପକ ବିନୋଦ କୁମାର ସେଠୀ, ସାମିଲ ହୋଇଥିଲେ ।